ଯୁଦ୍ଧ ବିମାନ ସୁଖୋଇ-୩୦ ଏମକେଆଇରେ ଉଡାଣ ଭରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଯୁଦ୍ଧ ବିମାନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁଖୋଇ-୩୦ ଏମକେଆଇରେ ଉଡାଣ ଭରିଲେ । ଆସାମ ତେଜପୁର ବାୟୁସେନା ଷ୍ଟେସନରୁ ଉଡାଣ ଭରିଲେ ରାଷ୍ଟ୍ରପତି । ବାୟୁସେନାର ପୋଷାକରେ ରାଷ୍ଟ୍ରପତିଙ୍କୁ ଦେଖିବାକୁ ମିଳିଛି । ତେବେ କେବଳ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ହିଁ ନୁହଁନ୍ତି…