Browsing Tag

President Bhawan will be open to the general public 6 days a week

ଏଣିକି ସପ୍ତାହରେ ୬ଦିନ ସାଧାରଣ ଜନତାଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ

ଆସନ୍ତା ମାସରୁ ରାଷ୍ଟ୍ରପତି ଭବନ ସପ୍ତାହରେ ୬ଦିନ ସାଧାରଣ ଜନତାଙ୍କ ପାଇଁ ଖୋଲିବ । ପ୍ରଥର ଥର ପାଇଁ ସାଧାରଣ ଜନତାଙ୍କୁ ରାଷ୍ଟ୍ରପତି ଭବନ ସପ୍ତାହରେ ୬ ଦିନ ବୁଲି ଦେଖିବାର ସୁଯୋଗ ମିଳିବ । ଏ ନେଇ ସୂଚନା ରାଷ୍ଟ୍ରପତି ଭବନ ଦାୟିତ୍ୱରେ ଥିବା ଅଧିକାରୀ ମଙ୍ଗଳବାର ଦେଇଛନ୍ତି । ଜୁନ ୧ରୁ…