ପ୍ରତିଦିନ ପୋଇ ଖାଆନ୍ତୁ ଶରୀରକୁ ଏହି ସବୁ ସମସ୍ୟାରୁ ଦୂରେଇ ରଖନ୍ତୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୋଇ ଏମିତି ଏକ ପ୍ରକାର ଶାଗ ଯାହା ଭାରତରେ ସବୁ ଆଡେ ମିଳେ । ପୋଇ ଶାଗ ବହୁତ ସ୍ୱାସ୍ଥ୍ୟକର । ପୋଇ ଶାଗକୁ ବିଭିନ୍ନ ତରିକାରେ ରନ୍ଧାଯାଏ। ଏହି ଶାଗ ଶରୀରରେ ଆଇରନର ଅଭାବ ଦୂର କରିଥାଏ। ତାଛଡା ହୃଦୟ ଓ ମସ୍ତିସ୍କକୁ ମଧ୍ୟ ସୁସ୍ଥ ରଖିଥାଏ। ନିୟମିତ ପୋଇ ଶାଗ ଖାଇବା…