‘ମନ୍ କି ବାତ’ରେ ମୋଦିଙ୍କ ଘୋଷଣା; ସଦ୍ଦାର ପଟେଲଙ୍କ ଜୟନ୍ତୀରେ ଲଞ୍ଚ୍ ହେବ ନୂଆ ସଂଗଠନ ‘ମେରା…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ୍ କି ବାତ'ର ୧୦୬ ତମ ଏପସୋଡ ମାଧ୍ୟମରେ ଲୋକମାନଙ୍କୁ ଲୋକାଲ ଜିନିଷ କଣିବାକୁ ଅନୁରୋଧ କରିଛନ୍ତି । ଏହି କ୍ରମରେ ସେ କହିଛନ୍ତି କି ଅକ୍ଟୋବର ୩୧ ତାରିଖ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଏକ ରାଷ୍ଟ୍ରବ୍ୟାପୀ ବଡ ସଂଗଠନ ଲଂଚ…