ଏଥର ସଂସଦରେ ପାମ୍ପଲେଟ, ଲିଫ୍ଲେଟ ଏବଂ ପ୍ଲାକାର୍ଡ ବଣ୍ଟନ ମନା
ଜୁଲାଇ ୧୮ରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହାର ଅବ୍ୟବହିତ ପୂର୍ବରୁ ସଂସଦକୁ ନେଇ ଗୋଟିଏ ପରେ ଗୋଟିଏ ନୂଆ ନିୟମ ଆସୁଛି । ମୌସୁମୀ ଅଧିବେଶନ ସମୟରେ ସଂସଦରେ କୌଣସି ପାମ୍ପଲେଟ, ଲିଫ୍ଲେଟ ଏବଂ ପ୍ଲାକାର୍ଡ ବଣ୍ଟନ ହୋଇପାରିବ ନାହିଁ । ଏହା ଉପରେ ନିଷେଧାଦେଶ ଜାରି…