ସମ୍ ରେ ଓଡ଼ିଶାର ପ୍ରଥମ ଅର୍ନ୍ତରୋଗୀ ପୁର୍ନବାସ ୟୁନିଟ୍ ଉଦ୍ଘାଟିତ
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୁରୁବାର ବିଶ୍ୱ ଫିଜିଓଥେରାପି ଦିବସ ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାରରେ ଓଡ଼ିଶାର ପ୍ରଥମ ଅର୍ନ୍ତରୋଗୀ ପୁର୍ନବାସ ୟୁନିଟ୍ ଉଦ୍ଘାଟିତ ହୋଇଯାଇଛି ।
ଏହି ଅତ୍ୟାଧୁନିକ ଅର୍ନ୍ତରୋଗୀ ପୁର୍ନବାସ ୟୁନିଟ୍ରେ ନ୍ୟୁରୋଲଜିକାଲ୍ ଏବଂ ଅର୍ଥୋପେଡିକ୍…