ଅନୁଗାମୀଙ୍କୁ ନିଶା ଦେଇ ଯୌନ ଶୋଷଣ, ଭଣ୍ଡ ବାବା ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହରିୟାଣାର ଫତେହାବାଦରେ ଏକ ଲଜ୍ଜାଜନକ ଘଟଣା ଘଟିଛି ଏଠାକାର ଜଣେ ଅାତ୍ମଘୋଷିତ ବାବା ୧୨୦ ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଯୌନ ଶୋଷଣ କରିବା ସହ ତାହାର ଭିଡିଓ ରେକର୍ଡିଂ କରି ରଖିଥିଲେ । ସେଥତ୍ମଧ୍ୟରୁ କେତେକ ଭିଡିଓ ସୋସିଅାଲ ମିଡିଅାରେ ପ୍ରସାର ହେବା ପରେ ଭଣ୍ଡ ବାବା…