Browsing Tag

photos and videos of stadiums cannot be shared arbitrarily

ବିସିିସିଆଇ ନିର୍ଦ୍ଦେଶନାମା, ମନଇଚ୍ଛା ଷ୍ଟାଡିୟମର ଫଟୋ ଓ ଭିଡିଓ ଶେୟାର କରିପାରିବେନି

ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳାଳି, ଭାଷ୍ୟକାର ଓ ଅନ୍ୟମାନେ ମନଇଚ୍ଛା ଷ୍ଟାଡିୟମର ଫଟୋ ଓ ଭିଡିଓ ଶେୟାର ନ କରିବା ପାଇଁ ବିସିିସିଆଇ ନିର୍ଦ୍ଦେଶନାମା ଜାରି କରିଛି । ଏ ପର୍ଯ୍ୟନ୍ତ ଆଇପିଏଲରେ ୨୯ ମ୍ୟାଚ ଖେଳା ଯାଇ ସାରିଛି । ଏଥର ଖେଳାଳିଙ୍କଠାରୁ ଆରମ୍ଭ କରି ଭାଷ୍ୟକାରମାନେ ସୋସିଆଲ…