ବହୁଦିନପରେ ବଡ ପରଦାକୁ ଫେରୁଛନ୍ତି କ୍ୟାଟ୍ରିନା କୈଫ, ଦେଖନ୍ତୁ ଟ୍ରେଲର
କ୍ୟାଟ୍ରିନା କୈଫ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଇଶାନ ଖଟ୍ଟରଙ୍କ ଅଭିନୀତ 'ଫୋନ୍ ଭୁତ୍'ର ଟ୍ରେଲର ଆଜି ମୁକ୍ତିଲାଭ କରିଛି ।
https://youtu.be/5fTVslrPsL0
କ୍ୟାଟ୍ରିନା କୈଫ ଏକ ସୁନ୍ଦର ଫଟୋ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି । ଏହି ଫିଲ୍ମ ନଭେମ୍ବର ୪ରେ…