ସିଲ୍ ହେଲା ପେଟ୍ରୋଲ ପମ୍ପ, ପୋଲିସ ଉପସ୍ଥିତିରେ ତାଲା ପକାଇଲା ପ୍ରଶାସନ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଗଞ୍ଜାମ ଜିଲା ଛତ୍ରପୁର ସହରରେ ଥିବା ଭାରତ ପେଟ୍ରୋଲ ପମ୍ପକୁ ଛତ୍ରପୁର ଏନଏସି ପ୍ରଶାସନ ପକ୍ଷରୁ ଶୁକ୍ରବାର ସିଲ କରିଦିଆଯାଇଛି ।ଚୁକ୍ତି ଶେଷ ହେବା ସହ ରେଣ୍ଟ୍ ପ୍ରଦାନ କରିନଥିବା କାରଣରୁ ଏହାକୁ ସିଲ୍ କରାଯାଇଛି ।
ସୂଚନାନୁସାରେ, ପେଟ୍ରୋଲ ପମ୍ପ୍ ସହ ଛତ୍ରପୁର…