ଜନ୍ମ ବାର କହିବ ବ୍ୟକ୍ତିତ୍ୱର ସ୍ଵଭାଵ; ଜାଣନ୍ତୁ ଆପଣଙ୍କ ଜନ୍ମ ବାର ଅନୁସାରେ ଆପଣଙ୍କ ବ୍ୟକ୍ତିତ୍ୱ
ଜନ୍ମ ଓ ବାରରେ ଏକ ପ୍ରକାରର ସମ୍ପର୍କ ରହିଛି । ବିଶ୍ୱାସ ଅଛି ଯେ ବାର ଅନୁସାରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଜାଣିହୁଏ । ତେବେ ଆସନ୍ତୁ ଜାଣିବା ବାର ଅନୁସାରେ ବ୍ୟକ୍ତିତ୍ୱ...
ସୋମବାର - ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ମନୁଆ (ମୁଡ୍ଡି ) ସ୍ୱଭାବର ଅଟନ୍ତି। ବିବାହପରେ…