ପୋଲିସକୁ କୁରୁଛତ୍ର ମାଡ଼ ଜୀବନ ରକ୍ଷା ପାଇଁ ବନ୍ଧୁକ ଦେଖାଇଲା ପୋଲିସ,ଦେଖନ୍ତୁ ଭିଡ଼ିଓ
ଭୁବନେଶ୍ୱର ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାଜପୁର,କେନ୍ଦ୍ରାପଡା ଓ ନୟାଗଡ ଜିଲ୍ଲା ସମେତ ଅନେକ ସ୍ତନରେ ପଞ୍ଚାୟତ ନିର୍ବାଚନରେ ତୃତୀୟ ପର୍ଯ୍ୟାୟରେ ହିଂସାକାଣ୍ଡ ଗହଟିଥିବା ଦେଖିବାକୁ ମିଳିଛି । ଯେଉଁଠାରେ ଭୋଟ୍ ସମୟରେ ଡ୍ୟୁଟି ପୋଲିସ୍ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…