Browsing Tag

#panchayata election

ମତଦାନ ବେଳେ ଠେଙ୍ଗା ପାହାରକୁ ଘନ ଘନ ବୋମାମାଡ଼, ଦେଖନ୍ତୁ ଭିଡ଼ିଓ

https://youtu.be/7kj5MKpF0XQ ଭୁବନେଶ୍ୱର ଓଡ଼ିଶା ଫାଷ୍ଟ (ବ୍ୟୁରୋ):ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ପ୍ରଥମ ପର୍ଯ୍ଯାୟ ମତଦାନ ହୋଇଛି । ପ୍ରାୟ ଅଧିକାଂଶ ସ୍ଥାନରେ ହିଂସା ଘଟିଥିବା ଦେଖିବାକୁ ମିଳିଛି । ଏଥିରୁ ବାଦ ପଡ଼ିନାହିଁ ପୁରୀ ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର…

ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ସାମ୍ବାଦିକଙ୍କୁ ଆକ୍ରମଣକରି ଭାଙ୍ଗିଦେଲେ କ୍ୟାମେରା । ପଞ୍ଚାୟତ ନିର୍ବାଚନ ଖବର ବେଳେ ଘଟିଛି ଏଭଳି ଅଭାବନୀୟ ପରିସ୍ଥିତି । ସୂଚନାଯୋଗ୍ୟ, ପୁରୀ ଜିଲ୍ଲା କଣାସରେ ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ ହୋଇଛି । ପଞ୍ଚାୟତ ନିର୍ବାଚନ ଖବର କଭ୍‌ରେଜ ବେଳେ…

ବୁଥ୍‌ରେ ଭଙ୍ଗାରୁଜା, ମତଦାନ ବନ୍ଦ

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଯାଜପୁର ଜିଲ୍ଲା ସୁଜନପୁର ପଞ୍ଚାୟତ ହସନପୁର ଗାଁ ଦୁର୍ଗାପୁର ଅଙ୍ଗନୱାଡ଼ି କେନ୍ଦ୍ରରେ ୧ ନଂ ବୁଥରେ ଦେଖା ଦେଇଛି ରାଜନୈତିକ ହିଂସା। । ଫଳରେ ମତଦାନ ବନ୍ଦ ରହିଛି । ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛ । ବୁଥ୍ ରେ ପଶି କବାଟ ଭାଙ୍ଗିବା ସହ ବାଲାଟ…

ସମିତି ସଭ୍ୟଙ୍କ ଘରକୁ ବୋମାମାଡ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): କଟକ ସାଲେପୁର ବ୍ଲକରେ ଗତକାଲି ଶିଶୁଆ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଅଳ୍ପକେ ବର୍ତ୍ତିଯାଇଛନ୍ତି ସମିତିସଭ୍ୟ ପ୍ରାର୍ଥୀଙ୍କ ପତ୍ନୀ । ସାଲେପୁର ବ୍ଲକ ଶିଶୁଆ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି…

ଯଶପଡ଼ା ପଞ୍ଚାୟତରେ ସରପଞ୍ଚ ଭୋଟ୍ ବାତିଲ

ଓଡ଼ିଶା ଫାଷ୍ଟ (ବ୍ୟୁରୋ):କଟକ ସଦର ବ୍ଲକର ଯଶପଡ଼ା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ନମିତା ବେହେରାଙ୍କର ଗତକାଲି ବିଳମ୍ବିତ ରାତିରେ ଆକସ୍ମିକ ବିୟୋଗ ଘଟିଛି। ଗତକାଲି ରାତିରେ ନିଜ ସମର୍ଥକ ଙ୍କ ସହ ନିର୍ବାଚନ ପାଇଁ ଆଲୋଚନା ସାରି ପ୍ରାୟ ୧୦.୩୦ ଶୋଇବାକୁ ଯାଇଥିଲେ। ବିଳମ୍ବିତ ରାତିରେ ତାଙ୍କ…

ବିଜେଡ଼ି ବିଧାୟକ ପର୍ଶୁରାମ ଧଡ଼ାଙ୍କ ହିଂସା ଓ ଗୁଣ୍ଡାଗିରିକୁ ନେଇ ବର୍ଷିଲେ ନିରଞ୍ଜନ

ଭୁବନେଶ୍ୱର,ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମେ ସ୍ୱାଧୀନତାର ୭୫ ବର୍ଷର ଅମୃତ ମହୋତ୍ସବ ପାଳନ କରୁଥିଲା ବେଳେ ଆଜି ଆମଗଣତନ୍ତ୍ର ଓ ଶାସନ ବ୍ୟବସ୍ଥା କିଭଳି ଚାଲିଛି ତାହା ଆଜି ଏକ ବଡ଼ପ୍ରଶ୍ନବାଚୀ ହୋଇପଡିଛି ବୋଲି ନିରଞ୍ଜନ ପଟ୍ଟନାୟକ ଅତି କ୍ଷୋଭର ସହିତ ପ୍ରକାଶ କରିଛନ୍ତି । କଂଗ୍ରେସ ଭବନରେ…

କାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୩୦ ଜିଲ୍ଲାର ୨ ଶହ ଜିଲ୍ଲା ପରିଷଦ ଜୋନରେ ହେବ ଭୋଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ୩୦ ଜିଲ୍ଲାର ୨ ଶହ ଜିଲ୍ଲା ପରିଷଦ ଜୋନ୍ ଓ ୧୬୬୯ ପଞ୍ଚାୟତରେ ଭୋଟଗ୍ରହଣ କରାଯିବ । ଏଥିପାଇଁ ୨୨ ହଜାର ୩୭୯ ବୁଥ ଖୋଲିଛି । ବୁଧବାର ସକାଳ ୭ରୁ ଦିନ ୧ ପର୍ଯ୍ୟନ୍ତ ମତଦାନ ହେବ । ଏହାକୁ…

କୋଭିଡ ନିୟମ କଡ଼ାକଡ଼ିରେ ହେବ ଭୋଟଗ୍ରହଣ

ଭୁବନେଶ୍ୱର ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଓ ମତଗଣନା କାର୍ଯ୍ୟ କୋଭିଡ୍‌-୧୯ ନିୟମାବଳୀର କଡ଼ାକଡ଼ି ଅନୁପାଳନ ସହ ହେବ । ମତଦାନର ପୂର୍ବଦିନ ନିର୍ଦ୍ଧାରିତମତଦାନ କେନ୍ଦ୍ରକୁ ଭଲ ଭାବେ ବିଶୋଧନ କରାଯିବ ଓ ମତଦାନ କେନ୍ଦ୍ରରେ ନିୟୋଜିତ ହୋଇଥିବା

ସରପଞ୍ଚ ପ୍ରାର୍ଥୀଙ୍କ ଘରକୁ ବୋମା ମାଡ଼

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଂଚାୟତ ନିର୍ବାଚନ ପାଇଁ ଗାଁ ଗାଁରେ ରାଜନୀତି ସରଗରମ ହୋଇଥିବା ହେବା ସହ ରାଜନୈତିକ ହିଂସା ମଧ୍ୟ ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି, ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗ୍ରାମରେ । କାଠଖୁଣ୍ଟ ଗ୍ରାମର ଜଣେ ସ୍ବାଧୀନ ସରପଞ୍ଚ ପ୍ରାର୍ଥୀ ସୁଶୀଲ…

ଅନୁଭବ ଗାୟବ, ପ୍ରଚାର ମଇଦାନରେ ବିଜେଡିର ନୂଆ ଷ୍ଟାର ଚେହେରା ବର୍ଷା ପ୍ରିୟଦର୍ଶିନୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡ଼ି ଏବଂ ଅନୁଭବଙ୍କ ମଧ୍ୟରେ ବଢୁଛି ଦୂରତା । ଅପରପକ୍ଷରେ ବର୍ଷାଙ୍କ ସହିତ ବଢୁଛି ଘନିଷ୍ଠତା । ଏହା ଆମେ କହୁନାହୁଁ ଏହାକୁ ନେଇ ରାଜନୈତିକ ବିଶେଷଜ୍ଞ ଚର୍ଚ୍ଚା କରିବା ଆରମ୍ଭ କଲେଣି । ଗତକାଲି ଓଲିଉଡ ଅଭିନେତ୍ରୀ ତଥା ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ…