ପୁଲଓ୍ବାମା ଆତଙ୍କୀ ହାମଲା, ପାକିସ୍ତାନୀ କଳାକାରଙ୍କୁ ବ୍ୟାନ କଲା ଭାରତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନୀ କଳାକାରଙ୍କୁ ଭାରତରେ ବ୍ୟାନ କରାଯାଇଛି । ସୋମବାର ଅଲ ଇଣ୍ଡିଆ ସିନେ ଓ୍ବାର୍କର୍ସ ଆସୋସିଏଶନ(ଏଆଇସିଡବ୍ଲୁଏ) ପକ୍ଷରୁ କୌଣସି ପାକିସ୍ତାନ କଳାକାରଙ୍କୁ ସୁଯୋଗ ଦିଆଯିବ ନାହିଁ ବୋଲି ଦୃଢ ଭାବେ ପ୍ରକାଶ କରିଯାଇଛି ।…