ପାକିସ୍ତାନୀ ସାଂସଦ ଆମିର ଲିୟାକତଙ୍କ ଦେହାନ୍ତ
ନୂଆଦିଲ୍ଳୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପାକିସ୍ତାନୀ ସାଂସଦ ତଥା ଟିଭି ହୋଷ୍ଟ ଆମିର ଲିୟାକତ୍ ହୁସେନ୍ଙ୍କ ଦେହାନ୍ତ ହୋଇଛି। ଆମିର ଲିଆକୁତଙ୍କ ମୃତ୍ୟୁ ବେଳେ ତାଙ୍କୁ ୪୯ ବର୍ଷ ହୋଇଥିଲା। ତାଙ୍କ ଘରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା । ଯାହା ପରେ ତାଙ୍କୁ ଘରୋଇ…