ପହଣ୍ଡି ବିଜେ କରି ରଥାରୁଢ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି
ଜୟ ଜଗନ୍ନାଥ ଧ୍ୱନିରେ ଆଜି କମ୍ପୁଛି ବଡ଼ଦାଣ୍ଡ । ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଲୋକାରଣ୍ୟ ପାଲଟିଛି ଶ୍ରୀକ୍ଷେତ୍ର । ଭକ୍ତଙ୍କୁ ଦର୍ଶନ ଦେବାକୁ ଆସୁଛନ୍ତି ମହାବାହୁ । ବଡ଼ଦାଣ୍ଡରେ ଘଡ଼ ଘଡ଼ ହୋଇ ଜନ୍ମବେଦିକୁ ଗଡ଼ିଯିବେ ନଟିଆ ଠାକୁର ନଟବର। ବଡ଼ଦାଣ୍ଡରେ ପ୍ରସ୍ତୁତ ୩ ରଥ । ପଥ ବି ତା…