ଭୁଲରେ କାହାକୁ ଏହିସବୁ ଜିନିଷ ମାଗଣାରେ ଦିଅନ୍ତୁ ନାହିଁ, ନହେଲେ ଶନିଦେବଙ୍କ କୋପ ଆପଣଙ୍କ ଠାରେ ଦେଖାଦେବ
ଶନିଦେବ, ନ୍ୟାୟର ଦେବତା। କାହାର ଅନ୍ୟାୟକୁ ସହି ପାରନ୍ତି ନାହିଁ ସେ, ଧର୍ମକୁ ସବୁବେଳେ ଆଖି ଆଗରେ ରଖି ନିଜ ଭକ୍ତଙ୍କ ସବୁ କଷ୍ଟକୁ ଦୂର କରିବାରେ ତାଙ୍କର ଉଚିତ୍ ମାର୍ଗଦର୍ଶକ ହୋଇଥାନ୍ତି। ପ୍ରଥମେ କଷ୍ଟ ଦିଅନ୍ତି ବ୍ୟକ୍ତିଙ୍କୁ ସେହି ପରି ସ୍ଥିତି ସହ ଲଢ଼ି ଶକ୍ତ ହେବା ପାଇଁ.. ପରେ କର୍ମଫଳ…