ପ୍ରଥମ ଥର ଯୌନ ସମ୍ପର୍କ ରଖୁଥିଲେ, ଏହିସବୁ ବିଷୟରେ ନିହାତି ଧ୍ୟାନ ଦେବା ଉଚିତ, ନହେଲେ ଶରୀର ଉପରେ ଏଭଳି ପଡେ ପ୍ରଭାବ
ସମ୍ଭୋଗ ବା ସେକ୍ସ ହେଉଛି ଯୌନ ସମ୍ପର୍କ ଯାହାକି ପ୍ରତ୍ୟେକ ଜୀବଙ୍କର ପ୍ରକୃତି । ସମସ୍ତେ ଯୌନ ସମ୍ପର୍କ ରଖନ୍ତି, ସେ ପୁରୁଷ ହେଉ କି ମହିଳା। କିନ୍ତୁ ଯଦି କେହି ନିଜ ଜୀବନରେ ପ୍ରଥମଥର ଯୌନ ସମ୍ପର୍କ ରଖିବାକୁ ଚାହୁଁଛନ୍ତି,ତେବେ ଅନେକ କଥା ଉପରେ ନଜର ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।…