ଭୁଲରେ ମଧ୍ୟ ଏହି ଦିନ ମାନଙ୍କରେ ରଖନ୍ତୁ ନାହିଁ ଶାରୀରିକ ସମ୍ପର୍କ,ନହେଲେ ଦେଖାଯାଏ…
ହିନ୍ଦୁ ଧର୍ମଶାସ୍ତ୍ରରେ କେତେକ ବିଶେଷ ଦିନ ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ । ଏହି ଦିନ ଘରେ ପୁରୁଷ ଓ ମହିଳା ନିଜକୁ ଦାନ ପୂଣ୍ୟ ଓ ପୂଜାରେ ବ୍ୟସ୍ତ ରଖିବା ଉଚିତ୍ । ଏହି ଦିନଗୁଡ଼ିକରେ କୌଣସି ଶାରୀରିକ ସମ୍ପର୍କ ରଖିବା ଉଚିତ୍ ନୁହେଁ ।…