Browsing Tag

orders of the High Court; Check the doctor’s certificate

ହାଇକୋର୍ଟଙ୍କ ନିର୍ଦେଶ; ଡାକ୍ତରଙ୍କ ସାର୍ଟିଫିକେଟ ଯାଞ୍ଚ କର

ଜାଲ୍ ଓ ନକଲି ଡାକ୍ତରଙ୍କ ଚିକିତ୍ସା ପାଇଁ ଅନେକ ସମୟରେ ରୋଗୀଙ୍କ ଜୀବନହାନୀ ହେଉଛି । ଶିକ୍ଷାଗତ ଯୋଗ୍ୟତା ନଥାଇ ଉପାନ୍ତ ଅଞ୍ଚଳରେ ଏଭଳି ଜାଲ ଡାକ୍ତରଙ୍କ ପ୍ରାଦୃଭାବ ରହୁଥିବା ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତର ସହ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଆଜି ଏ ସମ୍ପର୍କିତ ଏକ…