Browsing Tag

Opposition raised by central government

ଅଟକିଲା ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ: କେନ୍ଦ୍ର ସରକାର ଉଠାଇଲେ ଆପତ୍ତି

ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ପ୍ରସଙ୍ଗରେ କେନ୍ଦ୍ର ସରକାର ଆପତ୍ତି ଉଠାଇଲେ । ରାଜ୍ୟ ସରକାର କେନ୍ଦ୍ର ଆପତ୍ତିକୁ ଅନୁଧ୍ୟାନ କରୁଛନ୍ତି । ତର୍ଜମା ପରେ କେନ୍ଦ୍ରକୁ ଉତ୍ତର ରଖିବ ରାଜ୍ୟ । ଶ୍ରୀଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୫ ପରି ଲିଙ୍ଗରାଜ ମନ୍ଦିର ପାଇଁ ଆଇନ ଆସିଥିଲା । ଏହି…