ଏଣିକି ରାସ୍ତାରେ ଆଉ ଗଡ଼ି ପାରିବ ନାହିଁ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନୂଆ ସ୍କ୍ରାପ୍ ପଲିସିକୁ କାର୍ଯ୍ୟକାରୀ କରୁଛି ରାଜ୍ୟ। ରାଜ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରୁଣା ଗାଡ଼ି ଚିହ୍ନଟ ସରିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ରାଜ୍ୟରେ ଲକ୍ଷାଧିକ ସଂଖ୍ୟାରେ ୧୫ ବର୍ଷର ପୁରୁଣା ଗାଡ଼ି ରହିଛି।…