୬ ଜିଲ୍ଲାରେ ପ୍ରବଳ ବର୍ଷିବ, ଜାରି ହେଲା ଅରେଞ୍ଜ ମେସେଜ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇଥିବା ବେଳେ ପ୍ରଭାବ ଲାଗି ରହିଛି । ଶନିବାର ସନ୍ଧ୍ୟାରୁ ରାଜ୍ୟର ଉପକୂଳିଆ ଅଞ୍ଚଳରେ ଆରମ୍ଭ ହୋଇଥିବା ବର୍ଷା ରବିବାର ବି ଲାଗି ରହିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ…