Browsing Tag

odishafast/onlineloot

ଅନଲାଇନ୍‌ରେ ଲୋକଙ୍କୁ ଠକୁଥିବା ୨ ଛାତ୍ର ଗିରଫ: ୧ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ):ଅନଲାଇନ୍‌ରେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଲୁଟୁଥିବା ୨ ଡିପ୍ଲୋମା ଛାତ୍ରଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କଠାରୁ ୧ ଲକ୍ଷ ଟଙ୍କା ଜବତ କରାଯାଇଛି । ପୁଲିସ ସୂଚନା ଅନୁଯାୟୀ ମହାମାରୀ ସମୟରେ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଅଧିକାଂଶ ଲୋକ ଆର୍ଥିକ କାରବାର…