ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶରେ ଇଂଜିନ୍ ହେବ ଓଡିଶା: ମୋଦୀ
ମୋଦୀଙ୍କ ଅଭିଭାଷଣରେ ଓଡିଶା କଥା । ଲୋକସଭା ନିର୍ବାଚନରେ ୨୧ରୁ ୨୦ଟି ଆସନ ହାତେଇବା ପରେ କେନ୍ଦ୍ରରେ ଓଡିଶାର ଗୁରୁତ୍ୱ ବଢି ଯାଇଛି । ସେଥିପାଇଁ ସଂସଦୀୟ ଦଳର ବୈଠକରେ ଓଡିଶାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ମୋଦୀ । କହିଛନ୍ତି ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶରେ ଇଂଜିନ୍ ହେବ…