ଓଡ଼ିଶା ଲୋକସେବା ଆୟୋଗ ସଶକ୍ତ ଓଡ଼ିଶା ଗଠନ ଦିଗରେ ସହାୟକ ହେବ : ମୁଖ୍ୟମନ୍ତ୍ରୀ
ଓଡ଼ିଶା ଲୋକସେବା ଆୟୋଗର ୭୫ ବର୍ଷ ପୂର୍ତ୍ତି ସମାରୋହ ଭୁବନେଶ୍ବରଠାରେ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ଲୋକସେବା ଆୟୋଗ ସଶକ୍ତ ଓଡ଼ିଶା ଗଠନ ଦିଗରେ ସହାୟକ ହେବ। ଏହି ଅବସରରେ ସେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ…