ଓଡିଶା ବିଜେଡିର ୨୫ ବର୍ଷର ଶାସନ ଉପରେ ପୂର୍ଣ୍ଣଚ୍ଛେଦ ଲଗାଇବାକୁ ନିଷ୍ପତି ନେଇ ସାରିଛି: ମୋଦି
ମୟୂରଭଞ୍ଜ/ବାଲେଶ୍ୱର/କେନ୍ଦ୍ରାପଡା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୁଧବାର ଦିନ ଓଡିଶାର ମୟୁରଭଂଜ, ବାଲେଶ୍ୱର ଓ କେନ୍ଦ୍ରାପଡାରେ ଆୟୋଜିତ ବିଶାଳ ଜନସଭା ଗୁଡିକୁ ସମ୍ବୋଧିତ କରି ରତ୍ନଭଣ୍ଡାର ପରିଚାଳନାରେ ଅପାରଦର୍ଶିତା, ଦୁର୍ନୀତି ସହିତ କେନ୍ଦ୍ର…