Browsing Tag

Odisha Government introduces ‘Mo Booth App’ for voter convenience

ଭୋଟରଙ୍କ ପାଇଁ ଆରମ୍ଭ ହେଲା ‘ମୋ ବୁଥ ଆପ’

ଖୋର୍ଦ୍ଧା ଜିଲ୍ଲାରେ ମତଦାନ ହାର ବଢାଇବାକୁ ମୋ ବୁଥ୍ ଆପ୍ର ପ୍ରଚଳନ କଲେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ବିଶେଷ କରି ଭୁବନେଶ୍ଵର ଭୋଟରଙ୍କ ପାଇଁ ଏହି ଆପ୍ ପ୍ରଚଳନ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଏହି ଆପ୍ କୁ ଉନ୍ମୋଚନ କରିଛନ୍ତି। ଏହି ଆପ୍ ମାଧ୍ୟମରେ ମତଦାତାମାନେ…