Browsing Tag

odisha fast

ବର୍ଷକ ପରେ ‘ଷଡ଼ଯନ୍ତ୍ର’ ଉପରୁ ହଟିଲା ପରଦା: କିଏ ସେ ‘ବିଭୀଷଣ’, କାହିଁକି ହାରିଗଲେ ପ୍ରତାପ-ଅତନୁ

କେନ୍ଦ୍ରାପଡ଼ା, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନର ପ୍ରାୟ ବର୍ଷକ ପରେ ‘ଷଡ଼ଯନ୍ତ୍ର’ ଉପରୁ ପରଦା ହଟିଛି । ବିଜେଡିର ଅଭେଦ୍ୟ ଦୁର୍ଗ ମାହାଙ୍ଗା ଓ ମହାକାଳପଡ଼ା ବିଧାନସଭା ଆସନରେ ଦଳର ଦୁଇ ହେଭିୱେଟ୍ ନେତା ପରାଜିତ ହେବାପଛରେ ‘ଗୃହଭେଦୀ ବିଭୀଷଣ’ଙ୍କ ସୁଚିନ୍ତିତ ଷଡ଼ଯନ୍ତ୍ର ଓ…

ବିଶ୍ୱ ପରିବେଶ ଦିବସ ଅବସରରେ ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାରେ ପୋଖରୀର ରୂପାନ୍ତରଣ

ଯୋଡା, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ଥାୟୀ ଜଳ ପରିଚାଳନା ଓ ପରିବେଶ ସଂରକ୍ଷଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଟାଟା ଷ୍ଟିଲ୍ ପକ୍ଷରୁ ପରିବେଶ ଅନୁକୂଳ ଅଞ୍ଚଳ ଓ ଇକୋ-ଟୁରିଜିମ ସ୍ଥଳଗୁଡ଼ିକ ପାରିପାର୍ଶ୍ୱିକ ଅଞ୍ଚଳ ଓ ସ୍ଥାନୀୟ ପୋଖରୀଗୁଡ଼ିକର ରୂପାନ୍ତରଣ କରାଯାଉଛି। ଏହି…

ଭାରତୀୟ ସେନାର ଅପରେସନ୍‌ ସିନ୍ଦୁର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପହଲଗାମରେ ସିନ୍ଦୁର ପୋଛିଥିଲେ ପାକିସ୍ତାନୀ ଆତଙ୍କବାଦୀ । ଏବେ ବଦଲା ନେଲା ଭାରତୀୟ ସେନାର ଅପରେସନ୍‌ ସିନ୍ଦୁର । ଏପ୍ରିଲ ୨୨ ବୈସାରନ ଭ୍ୟାଲିଠାରେ ଆତଙ୍କବାଦୀ ଘଟାଇଥିଲେ ବର୍ବର କାଣ୍ଡ । ଏବେ ଏହାର ୧୫ ଦିନ ପରେ ବଡ଼ ହମଲା କରିଛନ୍ତି ସ୍ଥଳ, ବାୟୁ ଓ ନୌସେନାର…