ରାଜ୍ୟ ଫନି ପ୍ରକୋପ ରେ ଉପକୂଳ ଓଡ଼ିଶା ଶ୍ରୀହୀନ ଓଡିଶା ଫାଷ୍ଟ ବ୍ୟୁରୋ May 5, 2019 0 ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ଫନି ର ପ୍ରକୋପରେ ଭୁବନେଶ୍ୱର, କଟକ ଓ ପୁରୀ ଧ୍ୱଂସବିଧ୍ଵଂସ ହୋଇଯାଇଛି । ବିଦ୍ୟୁତ ଖୁଣ୍ଟ ଓ ଟେଲିଫୋନ ଟାୱାର ଉପୁଡି ଯିବା ସହ ସମ୍ପୂର୍ଣ୍ଣ ସହର ଶ୍ରୀହୀନ ହୋଇଯାଇଛି ।