ଓକାକ୍ ସିଇଓଙ୍କ ଟଙ୍କା ଠକେଇ ମାମଲା: ନାଇଜେରିଆରେ ରହିଛି ଗ୍ୟାଙ୍ଗ ଅପରେଟର
ଓକାକ୍ ସିଇଓଙ୍କ ହ୍ୱାଟସ୍ ଆପ୍ ହ୍ୟାକ ଓ ଟଙ୍କା ଠକେଇ ମାମଲା । ଗତକାଲି ଦିଲ୍ଲୀ ପୋଲିସ ଗିରଫ କରିଥିବା ପାସ୍କେଲ ମୁଖ୍ୟ ଅଭିଯୁକ୍ତ ନୁହେଁ । ଠକେଇ ପଛରେ ଆହୁରି ଅନେକ ଗ୍ୟାଙ୍ଗ ସାମିଲ ଅଛନ୍ତି । ଗିରଫ ଅଭିଯୁକ୍ତ ପାସ୍କେଲକୁ ଏବେ ଜେରା କରୁଛି ଓଡିଶା କ୍ରାଇମବ୍ରାଞ୍ଚ । ଜଣେ ଡିଏସପିଙ୍କ…