Browsing Tag

No more closed liquor shops are opened in the state

ଆଉ ରାଜ୍ୟରେ ଖୋଲିବନି ନୂଆ ଠିପି ବନ୍ଦ ମଦ ଦୋକାନ, ଏଣିକି ସମୁଦ୍ର କୂଳରେ ମିଳିବ ମଦ

ନୂଆ ଅବକାରୀ ନୀତି ଅନୁସାରେ ରାଜ୍ୟରେ ଆଉ ଖୋଲିବନି ନୂଆ ଠିପି ବନ୍ଦ ମଦ ଦୋକାନ । ଗ୍ରାମାଞ୍ଚଳରେ ବି କୌଣସି ପ୍ରକାର ଠିପି ଖୋଲା ମଦ ଦୋକାନ ଲାଇସେନ୍ସ ମିଳିବ ନାହିଁ । କେବଳ ସହରାଞ୍ଚଳରେ ଥିବା ତାରକା ହୋଟେଲ ଓ ଅନ୍ୟ ହୋଟେଲ ଗୁଡିକର ରୁମ ସଂଖ୍ୟାକୁ ଦୃଷ୍ଟିରେ ରଖି ଠିପି ଖୋଲା ଲାଇସେନ୍ସ…