Browsing Tag

New Expressway To Connect Bhubaneswar And Puri In Odisha

ଆହୁରି କମ ସମୟ ହେବ ପୁରୀ-ଭୁବନେଶ୍ୱର ଯାତ୍ରା, ନିର୍ମାଣ ହେବ ୮ ଥାକିଆ ଏକ୍ସପ୍ରେସ ୱେ

୬୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବିବ କମର୍ସିଆଲ କରିଡର । ଜନ୍ମ ହେବ ନୂଆ ଟାଉନସିପ୍ । ମଝିରେ ରହିବ ୮ ଥାକିଆ ଏକ୍ସପ୍ରେସ ୱେ । ରାସ୍ତାର ଦୁଇ କଡ଼ରେ ନିର୍ମାଣ ହେବ ଷ୍ଟାର ହୋଟେଲ, ରେସ୍ତୋରାଁ, ଆପାର୍ଟମେଣ୍ଟ, ସପିଂ ମଲ୍‌, ପେଟ୍ରୋଲ ପମ୍ପ, ହସ୍ତତନ୍ତ ବଜାର । ପୁରୀ ଓ ଭୁବନେଶ୍ୱରକୁ ମିଶାଇ…