ବିଗୁଡୁଛି ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥବସ୍ଥା, ସମସ୍ତଙ୍କର ଆଶିର୍ବାଦ ଭିକ୍ଷା କଲେ ଅଭିନେତା ଶ୍ରୀତମ ଦାସ
ବିଗୁଡୁଛି ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥବସ୍ଥା। ଯଶୋଦା ହସ୍ପିଟାଲ ଆଇସିୟୁ ରୁ ଆସିଲା ଫଟୋ। ସମସ୍ତଙ୍କର ଆଶିର୍ବାଦ ଭିକ୍ଷା କଲେ ଅଭିନେତା ଶ୍ରୀତମ ଦାସ। ଲିଭର୍ ସିରୋସିସ୍ରେ ପୀଡ଼ିତ ହେବା ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପିଣ୍ଟୁ ଚିକିତ୍ସିତ ହେଉଥିଲେ।
ତେବେ…