Browsing Tag

Naveen’s 3 advisers resigned

ଇସ୍ତଫା ଦେଲେ ନବୀନଙ୍କ ୩ ପରାମର୍ଶଦାତା

ବିଜେଡିର ପରାଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ଏହା ପରେ ତାଙ୍କର ତିନି ଜଣ ପରାମର୍ଶଦାତା ଅବସରପ୍ରାପ୍ତ ଆଇଏଏସ ଆର ବାଲକ୍ରିଷ୍ଣନ, ସୁରେଶ ଚନ୍ଦ୍ର ମହାପାତ୍ର ଓ ଉପେନ୍ଦ୍ର ତ୍ରିପାଠୀ ନିଜ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଏଥିରୁ ଦୁଇ ଜଣଙ୍କ ଇସ୍ତଫା…