୧୦୦ ଟାଙ୍କା କମିଲା କୋଭିସିଲ୍ଡ ଦର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ମଧ୍ୟରେ ଆସିଛି ଆଶ୍ୱସ୍ତିକର ଖବର। କୋଭିସିଲ୍ଡ ଟିକା ଦର ହ୍ରାସ କଲା ସିରମ ଇନଷ୍ଟିଚ୍ୟୁଟ୍। ରାଜ୍ୟମାନଙ୍କୁ ଦିଆଯିବାକୁ ଥିବା ଟିକା ଦର ୧୦୦ ଟଙ୍କା ହ୍ରାସ ହୋଇଛି। ପୂର୍ବରୁ ଏହି ଦର ୪୦୦ ଟଙ୍କା ଥିଲା। ଦର ହ୍ରାସ ନେଇ ବୁଧବାର ସୂଚନା…