ଦୁଇଦିନିଆ ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ: ଶିଖର ସମ୍ମିଳନୀରେ ଯୋଗଦେବେ
ନୂଆଦିଲ୍ଲୀ : ଦୁଇ ଦିବସୀୟ ଭାରତ ଗସ୍ତରେ ଆସିବେ ଜାପାନ୍ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ସେ ଆସନ୍ତା ୧୯ ଓ ୨୦ ତାରିଖରେ ଦିଲ୍ଲୀରେ ରହିବେ । ଶନିବାର ଭାରତ-ଜାପାନ ଚତୁର୍ଦ୍ଦଶ ସମ୍ମିଳନୀରେ ଭାଗ ନେବେ। ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ସମ୍ମିଳନୀରେ ଜାପାନ…