Browsing Tag

My bus fell into the ditch

ନାଳକୁ ଖସିପଡ଼ିଲା ମୋ ବସ୍‌, ୨୦ ଯାତ୍ରୀ ଆହତ

ରାସ୍ତାକଡ଼ ନାଳକୁ ଖସିପଡ଼ିଲା ମୋ ବସ୍‌ । ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପିତାପଲ୍ଲୀ ପାଖରେ ଭାରସାମ୍ୟ ହରାଇ 'ମୋ ବସ୍‌'ଟି ନାଳକୁ ଖସି ପଡ଼ିଛି। ଏଥିରେ ୨୦ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଆସୁଥିଲା ବେଳେ ଏପରି ଘଟଣା ହୋଇଛି ।…