ସାନ ଭଉଣୀଙ୍କୁ ଟାଙ୍ଗିଆରେ ହାଣି ନିଜେ ଆତ୍ମହତ୍ୟା କଲା ବଡ଼ ଭଉଣୀ
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଫୁଲଝର ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶୋଇଥିବା ସମୟରେ ସାନ ଭଉଣୀକୁ ଟାଙ୍ଗିଆ ରେ ହାଣି ହତ୍ୟା କରିବା ପରେ ନିଜେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛି। ମୃତକ ବଡ ଭଉଣୀ କ୍ଷୀରମଣି ଦେହୁରୀ ଓ ସାନ ଭଉଣୀ ରୁକ୍ମଣୀ ଦେହୁରୀ।
ଖବର…