Browsing Tag

Murder

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାରିବାରିକ କଳହରୁ ଘଟିଛି ଏକ ଅଭାବନିୟ ଘଟଣା। ସାମାନ୍ୟ ବଚସା ପରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ୱାମୀ। ଆଉ ତା ପରେ ନିଜେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛି ସ୍ୱାମୀ। ଏହି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା…

ପ୍ରଥମ ପ୍ରେମିକ କୁ ପୁରୁଷ ବନ୍ଧୁ ସହ ମିଶି ତଣ୍ଟି ଚିପି ହତ୍ୟା କଲେ ପ୍ରେମିକା

ଓଡିଶା ଫାଷ୍ଟ(ବ୍ୟୁରୋ): ପ୍ରେମ କୁ ସାର୍ଥକ କରିବାପାଇଁ ପ୍ରେମୀ ଯୁଗଳ ସମସ୍ତ ବାଧା ବିଘ୍ନ କୁ ପାର କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ମାତ୍ର ଯେତେବେଳେ ପ୍ରେମ ସ୍ୱାର୍ଥପର ପାଲଟିଯାଏ ସେତେବେଳେ ସେ କରିବସେ ଜଘନ୍ୟ କାଣ୍ଡ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ର ବୁଦ୍ଧନଗର…

ଦୁଇ ଲକ୍ଷ ଟଙ୍କା ପାଇଁ ବାପା ମାରିଲା ଝିଅ ଓ ନାତି ନାତୁଣୀକୁ

ଓଡ଼ିଶା ଫାଷ୍ଟ(ମନୋଜ ସାହୁ): ଗତ ୧୦ ତାରିଖ ଦିନ କୁଜଙ୍ଗ ନିକଟ ମହାନଦୀରୁ ମିଳିଥିବା ୪ଜଣଙ୍କ ମୃତଦେହ ଘଟଣା ଉପରୁ ପରଦା ଉଠାଇଛି କୁଜଙ୍ଗ ପୋଲିସ। ମୃତ ମହିଳାଙ୍କ ବାପା ଅକ୍ଷୟ ସେଠୀ ହିଁ ସେମାନଙ୍କର ହତ୍ୟାକାରୀ ବୋଲି କହିଛି ପୋଲିସ୍‌। ଘଟଣା କ୍ରମେ ଅକ୍ଷୟଙ୍କ ଜ୍ୱାଇଁର…