ସମସ୍ତଙ୍କ ଆଖି ସାମ୍ନାରେ ଜୀବନ୍ତ ଜଳିଗଲେ ମା’-ଝିଅ
କାନପୁର ଦେହାଟର ମୈଥା ତହସିଲର ମଦୌଲି ପଞ୍ଚାୟତର ଚାହଲା ଗ୍ରାମରେ ଗାଁ ସମାଜର ଜମିରୁ ଅନଧିକାର ପ୍ରବେଶ ହଟାଇବାକୁ ଯାଇଥିବା ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସାମ୍ନାରେ ଝୁମ୍ପୁଡି ଭିତରେ ଜୀବନ୍ତ ପୋଡି ହୋଇଯାଇଛନ୍ତି। ଉଭୟଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ଘର ମାଲିକ ଏବଂ ରୁରା ଇନ୍ସପେକ୍ଟର…