ମୁକୁଲ ରୋହତଗୀ ହେବେ ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ
ମୁକୁଲ ରୋହତଗୀ ହେବେ ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ (ଏଜି) । ଆସନ୍ତା ଅକ୍ଟୋବର ମାସରୁ ସେ ନିଜର କାର୍ଯ୍ୟକାଳ ଆରମ୍ଭ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ଗତ ୨୦୧୪ରୁ ୨୦୧୭ ମଧ୍ୟରେ ୩ ବର୍ଷ ପାଇଁ ମୁକୁଲ ଏଜି ପଦରେ ରହିଥିଲେ । କେକେ ବେଣୁଗୋପାଳଙ୍କ ସ୍ଥାନରେ…