Browsing Tag

MS Swaminathan

ସବୁଜ ବିପ୍ଳବର ଜନକ ଏମ.ଏସ୍. ସ୍ୱାମୀନାଥନଙ୍କ ପରଲୋକ

ଭାରତର ମହାନ କୃଷି ବୈଜ୍ଞାନିକ ଏମ୍.ଏସ୍. ସ୍ୱାମୀନାଥନଙ୍କ ୨୮ ସେପ୍ଟେମ୍ବର ଗୁରୁବାର ପରଲୋକ ହୋଇଛି। ତାମିଲନାଡୁ ରାଜଧାନୀ ଚେନ୍ନାଇରେ ପୂର୍ବାହ୍ନ ୧୧ଟା ୨୦ ମିନିଟ୍‌ରେ ସେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଜନ୍ମ ୭ ଅଗଷ୍ଟ ୧୯୨୫ରେ କୁମ୍ଭକୋଣମରେ ହୋଇଥିଲା। ୯୮ ବର୍ଷ ବୟସରେ ସେ…