ଓଡ଼ିଆ ଅସ୍ମିତା ଓ ଓଡ଼ିଶାର ବିକାଶ ପାଇଁ ଏଥର ବିଜେପି ସରକାର ଆସିବା ଦରକାର: ମୋଦି
ବାଲେଶ୍ବରରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ କର୍ମୀଙ୍କ ମନୋବଳ ବଢାଇବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାଲେଶ୍ବରକୁ ଧାନ ଏବଂ ପାନର କ୍ଷେତ୍ର ବୋଲି କହିବା ସହ ଏଠି ମଧ୍ୟ 'ପୁଣି ଥରେ ମୋଦୀ ସରକାର' ବୋଲି ଗୁଞ୍ଜରିତ…