Browsing Tag

Mother-in-law murdered her son-in-law

ସୁପରି ଦେଇ ଜ୍ୱାଇଁ ହତ୍ୟା କଲା ଶାଶୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜ୍ୱାଇଁଙ୍କ ହତ୍ୟା କରାଇଲା ଶାଶୁ । ଝିଅର ଭବିଷ୍ୟତ କରିଦେଲା ଅନ୍ଧାର । ଏଭଳି ଘଟଣା ରାଜସ୍ଥାନର ଯୋଧପୁରରେ ଘଟିଥିବା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ରାଜସ୍ଥାନର ଯୋଧପୁରରେ ଜଣେ ମହିଳା ସୁପାରୀ ଦେଇ ନିଜ ଜ୍ୱାଇଁର ହତ୍ୟା କରାଇଛନ୍ତି । ଜ୍ୱାଇଁକୁ ହତ୍ୟା…