‘କୁଟୁମ୍ବ’ ଯୋଜନାରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଭତ୍ତା ମିଳିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୯ ଅଗଷ୍ଟ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁକ୍ରବାର ଘୋଷଣା କରିଛନ୍ତି ଯେ ରାଜ୍ୟ ସରକାର ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରମାନଙ୍କ ପାଇଁ 'କୁଟୁମ୍ବ' ଯୋଜନା ଅଧୀନରେ ଶୀଘ୍ର ପେନସନ୍ ଦେବା ପ୍ରକ୍ରିୟା ଆରମ୍ଭ କରିବେ ।
ଏହି ଯୋଜନାର ଲକ୍ଷ୍ୟ ହେଉଛି ସେମାନଙ୍କର…