ରବିବାର ଶପଥ ନେବେ ମୋଦୀ
ରବିବାର ସନ୍ଧ୍ୟା ୭ଟା ୧୫ରେ ଶପଥ ନେବେ ମୋଦୀ । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋଦୀ । ମୋଦୀ ସରକାର'ର ତୃତୀୟ ପାଳିର ଆରମ୍ଭ ହେବାକୁ ଯାଉଛି । ଆଜି ସରକାର ଗଠନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦାବିପତ୍ର ଦେଇଛି ଏନଡିଏ । ସମର୍ଥକ ସାଂସଦଙ୍କ ଏକ ତାଲିକା…