Browsing Tag

MLA Parshuram Dhada is the new BJP candidate from sora

ପର୍ଶୁରାମ ଧଡ଼ା ହେଲେ ସୋରର ବିଜେପିର ନୂଆ ବିଧାୟକ ପ୍ରାର୍ଥୀ

ଶେଷ ମୁହୂର୍ତ୍ତରେ ବଦଳିଲା ସୋର ବିଜେପି ପ୍ରାର୍ଥୀ । ପୂର୍ବରୁ ରାଜେନ୍ଦ୍ର ଦାସଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା । ରାଜେନ୍ଦ୍ରଙ୍କ ସ୍ଥାନରେ ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ବିଜେପି ସୋରରୁ ପ୍ରାର୍ଥୀ ଘୋଷଣା କରିଛି। ରାଜେନ୍ଦ୍ର ଦାସ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ତାଙ୍କୁ…