ମ୍ୟାଜିକ୍ କରିବ ମୟୂରଭଞ୍ଜ: କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ୱର(ଓଡିଶା ଫାଷ୍ଟ ବ୍ୟୁରୋ): ବିରୋଧୀଙ୍କୁ ବିଲକୁଲ ଟାର୍ଗେଟ ନକରି ମୟୂରଭଞ୍ଜରେ ମାଷ୍ଟର ଷ୍ଟ୍ରୋକ ଖେଳିଲେ ଫାଇଭ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଦୁଇ ଚାରିଟି ଶବ୍ଦରେ ଜିଣିନେଲେ ମୟୂରଭଞ୍ଜବାସୀଙ୍କ ମନ । ଏ ସରକାର ବିଜେଡି ସରକାର ନୁହେଁ, ଏହା ଆପଣମାନଙ୍କର…