Browsing Tag

Mauritian Financial Watchdog Gives Clean Chit To Entities Associated To Adani In The Country

ଆଦାନୀ ଗ୍ରୁପକୁ ଆଶ୍ବସ୍ତି, ମରିସସର ରେଗୁଲେଟର ଫାଇନାନସିଆଲ ସର୍ଭିସ କମିଶନ ଦେଲା କ୍ଲିନଚିଟ୍

ସଙ୍କଟଦେଇ ଗତି କରୁଥିବା ଆଦାନୀ ଗ୍ରୁପ ପାଇଁ ଭଲ ଖବର ଆସିଛି । ମରିସସର ରେଗୁଲେଟର ଫାଇନାନସିଆଲ ସର୍ଭିସ କମିଶନ ଆଦାନୀ ଗ୍ରୁପକୁ କ୍ଲିନଚିଟ୍ ଦେଇଛନ୍ତି । ଫାଇନାନସିଆଲ ସର୍ଭିସ କମିଶନ କହିଛନ୍ତି ଯେ, ଆଦାନୀ ଗ୍ରୁପ ସମୂହ ସହ ଜଡିତ ଥିବା ୩୮ କମ୍ପାନୀ ଏବଂ ୧୧ ଗ୍ରୁପର ଟଙ୍କାରେ କୌଣସି ବେଆଇନ…